Mana Chorani – Lyrics
ରଂଗ ତୋର ଶୋରିଷ ଫୁଲ ହଳଦି ପାଣି ଆଲୋ ମନ ଚୋରଣୀ
ହେ ରଂଗ ତୋର ଶୋରିଷ ଫୁଲ ହଳଦି ପାଣି ଆଲୋ ମନ ଚୋରଣୀ ଆଲୋ ମନ ଚୋରଣୀ
ଏଇ ଗାଁ ରେ ତୁ ତ ଏକା ସୁନା ହରିଣୀ ଆଲୋ ମନ ଚୋରଣୀ ଆଲୋ ମନ ଚୋରଣୀ ।
ଚାଲି ରେ ତୋ ଯେତେ ଛନ୍ଦ ଗୀତ ରେ ନାହିଁ
ପ୍ରେମରେ ତୋ ଯେତେ ଗନ୍ଧ ଫୁଲରେ ନାହିଁ ।
ହଁ ଚାଲି ରେ ତୋ ଯେତେ ଛନ୍ଦ ଗୀତ ରେ ନାହିଁ
ପ୍ରେମରେ ତୋ ଯେତେ ଗନ୍ଧ ଫୁଲରେ ନାହିଁ ।
ଆ ଢାଳି ଦେବି ତୋ ଉପରେ ମଂଗୁଳା ପାଣି ଆହା ମଂଗୁଳା ପାଣି
ଆଲୋ ମନ ଚୋରଣୀ ଆଲୋ ମନ ଚୋରଣୀ ।
ଆରେ ରଂଗ ତୋର ଶୋରିଷ ଫୁଲ ହଳଦି ପାଣି ଆଲୋ ମନ ଚୋରଣୀ ଆଲୋ ମନ ଚୋରଣୀ ।
ଫୁଲ ଠାରୁ ଫୁଲେଇ ଜହ୍ନ ଠାରୁ ଗେହ୍ଲେଇ ରଂଗ ଠାରୁ ରଗିଲା ରୂପଟି ତୋର
ହେ କାଚ ଠାରୁ ପତଳା ,କାଗଠୁ ପତଳା,ପତଳା ତୋ ମନରେ ମୋରି ଘର ।
ଆଖିରେ ତୋ ଯେତେ ଘର ମେଘରେ ନାହିଁ
ପ୍ରେମରେ ତୋ ଯେତେ ସୁଅ ନଇରେ ନାହିଁ ।(୨)ା
ତୋ ଚାହାଣୀ ଖଣ୍ଡକ ପରି ମନ୍ତୁରା ପାଣି ଆହା ମନ୍ତୁରା ପାଣି
ଆଲୋ ମନ ଚୋରଣୀ ଆଲୋ ମନ ଚୋରଣୀ ।
ରଂଗ ତୋର ଶୋରିଷ ଫୁଲ ହଳଦି ପାଣି ଆଲୋ ମନ ଚୋରଣୀ ଆଲୋ ମନ ଚୋରଣୀ ।
ମାଟି ,ଗୋଡି ,ପଥର ହେଇ ଯାଏ ସୁନା ଲୋ ତୁ ଯୋଉ ବାଟରେ ନିତି ଯାଉ
ହେ ଉଡିଲେଣି ଭଅଁର ତୋ ଚାରି ପାଖରେ ,ଫୁଲ ନୁହେଁ ତୁ ତ ଫୁଲର ମହୁ ।
ଆଖିରେ ତୋ ଯେତେ ଧାର ଛୁରୀରେ ନାହିଁ
ପ୍ରେମରେ ତୋ ଯେତେ ଖେଳ ଖେଳରେ ନାହିଁ ।(୨)ା
ଆ ଲେଖିବା ଲୋ ତୋର ମୋର ନୂଆ କାହାଣୀ ଆହା ନୂଆ କାହାଣୀ
ଆଲୋ ମନ ଚୋରଣୀ ଆଲୋ ମନ ଚୋରଣୀ ।
ରଂଗ ତୋର ଶୋରିଷ ଫୁଲ ହଳଦି ପାଣି ଆଲୋ ମନ ଚୋରଣୀ ଆଲୋ ମନ ଚୋରଣୀ
ଏଇ ଗାଁ ରେ ତୁ ତ ଏକା ସୁନା ହରିଣୀ ଆଲୋ ମନ ଚୋରଣୀ ଆଲୋ ମନ ଚୋରଣୀ ।ା
Lyrics powered by JioSaavn
| Song | Mana Chorani |
| Artist | Babul Supriyo |
| Album | Valentines Day Songs |
| Language | Odia |
| Year | 2026 |
More Lyrics by Babul Supriyo
Main Ishq Uska
Alka Yagnik
Dus Bahane
Sonu Nigam
Do Lafzo Mein
Anuradha Paudwal
Tumhi Ne Meri Zindagi
Babul Supriyo
Ye Mehadi Ke Boote
Udit Narayan
Meri Tarah Tum Bhi
Alka Yagnik
Dil Ka Rishta (Sad Version)
Babul Supriyo
Aati Hai To Chal
Alka Yagnik
Hata Saawan Ki Ghata
Babul Supriyo
Pari Pari
Babul Supriyo
Mana Chorani lyrics by Babul Supriyo. From the album Valentines Day Songs. Read full lyrics and download the MP3 in HD quality on MP3Maza.